ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କରୋନା ପଜିଟିଭ,ମେଡିକାଲରେ ଭର୍ତ୍ତି ।

0 2,190

ମୁମ୍ବାଇ,୧୧/୦୭; ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁମ୍ବାଇର ନାନାବତୀ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । କରୋନା ପଜିଟିଭ ସଂପର୍କରେ ଶ୍ରୀ ବଚ୍ଚନ ନିଜେ ଟୁଇଟ୍ କରିଛନ୍ତି । ତାଙ୍କ ପରିବାର ଓ କର୍ମଚାରୀଙ୍କ ଟେଷ୍ଟ ସରିଛି କିନ୍ତୁ ତଥ୍ୟ ଆସିନଥିବା ଜଣାପଡିଛି । ଶ୍ରୀ ବଚ୍ଚନ କହିଛନ୍ତି ବିଗତ ୧୦ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଟେଷ୍ଟ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.