ବଲିଉଡର ଅଭିନେତା ଶୁସାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା !

0 1,063

ମୁମ୍ବାଇ,୧୪/୦୬, ବଲିଉଡର ଅଭିନେତା ଶୁସାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି ।ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ଝୁଲା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ମୃତର କାରଣ ଅସ୍ପଷ୍ଟ ଥିବା ପୋଲିସ ସୂତ୍ରରୁ ଜଣାପଡିଛି ।ମୃତ ବେଳକୁ ତାଙ୍କୁ  ୩୪ ବର୍ଷ ହୋଇଥିଲା । କିଶ ଦେଶ ମେ ହେ ମେରା ଦିଲ୍ ଓ ପବିତ୍ର ରିସ୍ତା ଟିଭି ସିରିଏଲ ସହିତ ଏମଏସ ଧୋନୀ,ଛିଛୋରେ,ପିକେ ଓ କେଦାରନାଥ ଭଳି ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କ ଚର୍ଚ୍ଚିତ ହୋଇଥିଲେ ।

Leave A Reply

Your email address will not be published.