ପୋଲସରା ଲେମ୍ବୁଘାଇ ନିକଟରେ ବୋମା ମାଡ ! ପୋଲିସ୍ କହିଲା ବାଣ !

0 2,147

ପୋଲସରା,(ପିପିଟି ନ୍ଯୁଜ୍)୧୮/୦୪-ପୋଲସରା ଏନ୍ଏସି ରାଣିପଡା ଲେମ୍ବୁଘାଇ ନିକଟସ୍ଥ ଗତକାଲି ରାତ୍ରି ପ୍ରାୟ ୦୯ ଘଣ୍ଟିକା ସମୟରେ ଦୁଇ ଥର ବୋମାମାଡ ହୋଇଥିବା ନେଇ ସର୍ବସାଧାରଣ ରେ ଚର୍ଚ୍ଚା । ଏହି ଘଟଣା ବିଷୟକୁ ନେଇ ପୋଲସରା ଥାନାଅଧିକାରୀ ଙ୍କୁ ପଚରାଯିବାରୁ ତାଙ୍କ ଠାରୁ ଉତ୍ତର ମିଳିଥିଲା ଯେ ଉକ୍ତ ସ୍ଥାନ ରେ ଟାୟର ଭିତର ବାଣ ରଖି ଫୁଟା ଯାଇଛି ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.