ପୋଲସରା ବିଧାୟକ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ବୁଲି ତଦାରଖ କଲେ ।

0 657

ପୋଲସରା,(ପିପିଟି ନ୍ଯୁଜ୍)୧୭/୦୫,ପୋଲସରା ବ୍ଲକ ଖଣ୍ଡୁରୁ,କୋଙ୍କରଡ଼ା,ମର୍ଦ୍ଧରାଜପୁର,ଜେ.ଡେଙ୍ଗାପଦର,ଉସ୍ତାପଡା,ବନ୍ଥପଲ୍ଲି,ମୁକ୍ତାମାଳଦେଇପୁର ଶାସନ ଓ ପୋଲସରା ଏନ୍ଏସି  ର ସାତ ଗୋଟି ସଂଘରୋଧ କେନ୍ଦ୍ର କୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯାଇ ବୁଲି ପ୍ରବାସୀ ଓଡ଼ିଆ ମାନଙ୍କ ସମସ୍ୟା ବୁଝିଛନ୍ତି । ଏନ୍ଏସି ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ମଧ୍ୟ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.