ଛତ୍ରପୁର,୦୨/୦୭(ପିପିଟି); ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଛତ୍ରପୁର ଠାରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲସରା ଓ ବୁଗୁଡା ଏନ୍ଏସି କ୍ରୀଡାବିତ ମାନଙ୍କୁ ନେଇ ଓଡିଶା ସରକାରଙ୍କ ୫ -ଟି ସଚିବ ଭି. କେ ପାଣ୍ଡିୟାନଙ୍କ ଭିଡି଼ଓ କନଫେରେନ୍ସ ଜରିଆରେ ଦୁଇଗୋଟି ମଲ୍ଟିପରପୋଜ ଇନଡୋର୍ ଷ୍ଟାଡିୟମ ମଞ୍ଜୁରୀ କରିବା ପାଇଁ କ୍ରୀଡ଼ାବିତ,ପ୍ରତିନିଧି ଏବଂ ବୁଦ୍ଧିଜୀବୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।