ପୋଖରୀ ରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ।

0 253

ଶେରଗଡ,୨୦/୦୮(ପିପିଟି); ଶେରଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନୃସିହପୁର ଗ୍ରାମରେ ରାଜୁ ନାୟକ(୭୦)ନାମକ ଜଣେ ବୃଦ୍ଧ ମଧ୍ୟାହ୍ନ ୧ ଟାଏ ବେଳେ ସ୍ନାନ କରିବାକୁ ଗାଁ ମଧ୍ୟରେ ଥିବା ପୋଖରୀକୁ ଯାଇଥିବା ବେଳେ ପୋଖରୀ ପଡ଼ି ବୃଦ୍ଧଙ୍କ ମୃତ୍ୟୁ ଘଟିଛି।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଶେରଗଡ ଡାକ୍ତର ଖାନାକୁ ଆଣି ଥିଲେ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଶେରଗଡ଼ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଆସିକା ମେଡ଼ିକାଲକୁ ଶବ ବ୍ଯବେଚ୍ଛଦ ପାଇଁ ପଠାଇଛନ୍ତି । ଏ ନେଇ ଶେରଗଡ଼ ଥାନା ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ ହୋଇଛି । ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.