ଭଞ୍ଜନଗର ଯୁବ କଂଗ୍ରେସ ପକ୍ଷରୁ ବୃକ୍ଷ ରୋପଣ ।

0 282

ଭଞ୍ଜନଗର,୨୦/୦୮(ପିପିଟି); ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ଭଞ୍ଜନଗର ଯୁବ କଂଗ୍ରେସ ପକ୍ଷରୁ ନିକଟସ୍ଥ ତୁଳସୀ ପଲ୍ଲୀ ଠାରେ ବୃକ୍ଷର ମହତ୍ତ୍ଵ କୁ ଉପଲବ୍ଧି କରି ଯୁବ ଗୋଷ୍ଠୀ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ।ଏଥିରେ ମଣ୍ଟୁ ପ୍ରଧାନ, ସୌମ୍ୟ ବେହେରା, ଲୋକନାଥ ସେଠି, ଦୁର୍ଗା ତ୍ରିପାଠୀ, ଚନ୍ଦନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.