ପାତ୍ରପୁର ବ୍ଲକ ସଙ୍ଗରୋଧ କେନ୍ଦ୍ର କୌତୂହଳ ପୂର୍ଣ୍ଣ କାର୍ଯ୍ୟକ୍ରମ ।

0 159

ପାତ୍ରପୁର,(ପିପିଟି ନ୍ଯୁଜ୍)୧୪/୦୫,ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ର ବିଭିନ୍ନ ସଙ୍ଗରୋଧ ଗୃହରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି ।ଆଜି ବ୍ଲକର ରାଙ୍କୁଡା ସ୍ଥିତ ଗୃହରେ ବିଭିନ୍ନ ପ୍ରକାର ଗପକହିବା ସହ କୌତୁହଳପୂର୍ଣ୍ଣ କଥାମାନ  କହି ଅନ୍ତେବାସୀଙ୍କୁ ହସିବା ହସାଇବା ପ୍ରୟାସ କରାଯାଇଥିଲା ଯାହା ଗଞ୍ଜାମ ଜିଲ୍ଲାପାଳ  ଖୁସି ବ୍ୟକ୍ତି କରିବା ସହ ନିଜ ସୋସିଆଲ ମିଡ଼ିଆ ପେଜ ରେ ସ୍ଥାନ ଦେଇଥିଲେ ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.