ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂହ ।

0 688

ନୂଆଦିଲ୍ଲୀ;୦୧/୦୮; ରାଜ୍ୟସଭା ସାଂସଦ ଅମର ସିଂହଙ୍କ ପରଲୋକ ଘଟିଛି । କିଛି ଦିନ ଧରି ସିଙ୍ଗାପୁରରେ ଚିକିତ୍ସିତ ହେଉଥିଲେ । କିଡିନୀ ରୋଗରେ ପୀଡ଼ିତ ଥିଲେ । ଶନିବାର ଅପରାହ୍ନ ସମୟରେ ସିଙ୍ଗାପୁରରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ଅମର ସିଂହ ଭାରତୀୟ ରାଜନୀତିରେ ସକ୍ରୀୟ ଥିଲେ । ସେ ଉତ୍ତରପ୍ରଦେଶର ଆଜାମଗଡ ଠାରେ ୨୭ ଜାନୁଆରୀ ୧୯୫୬ରେ ଜନ୍ମ ଗ୍ରହଣ କରିଥିଲେ । ହାମାର ଦିଲ୍ ଆପେକେ ପାସ ଓ ଜେଡି ଚଳଚ୍ଚିତ୍ରରେ ଛୋଟିଆ ଭୂମିକାରେ ଅଭିନୟ କରିଥିଲେ ।

Leave A Reply

Your email address will not be published.