ପରଲୋକରେ ଗଜପତି ଜିଲ୍ଲା ଏଡିଏମ କରୁଣାକର ରାଇକା ।

0 539

ବ୍ରହ୍ମପୁର,୨୧/୦୭(ପିପିଟି); ଗଜପତି ଜିଲ୍ଲାର ବରିଷ୍ଠ ଓଏଏସ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) କରୁଣାକର ରାଇକା ଇହଲୀଳା ସମ୍ବରଣ କରିଛନ୍ତି । ଆଜି ସକାଳ ପ୍ରାୟ ୫ଘଣ୍ଟା ସମୟରେ ବ୍ରହ୍ମପୁର ସ୍ଥିତ ଏମକେସିଜି ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି । ସେ ପାରଳାଖେମୁଣ୍ଡି କୋଭିଡ୍ କେୟାର୍ ସେଣ୍ଟରର ଦାୟିତ୍ବରେ ଥିଲେ ।

Leave A Reply

Your email address will not be published.