ନୂତନ ପ୍ରକଳ୍ପ ନିଦ୍ଦେର୍ଶକଙ୍କ ଯୋଗଦାନ ।

0 229

ଯାଜପୁର,ତା ୦୯/୦୭(ପିପିଟି) : ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦ୍ଦେର୍ଶକ ଭାବେ ଅଶୋକ କୁମାର ବେହୁରିଆ ଯୋଗଦାନ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଶ୍ରୀ ବେହୁରିଆ କାର୍ଯ୍ୟାଳୟରେ ପହିବା ସହ ଅତିରିକ୍ତ ପ୍ରକଳ୍ପ ନିଦ୍ଦେର୍ଶକ ଗୋପିନାଥ କୁଅଁରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ପ୍ରକଳ୍ପ ନିଦ୍ଦେର୍ଶକ ଥିବା ବିଶାଲ ସିଂ ଙ୍କର ମାଲକାନାଗିରି ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ବେଳେ ଶ୍ରୀ ବେହୁରିଆ ଖୋର୍ଦ୍ଧାର ଉପ-ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ନୂତନ ପ୍ରକଳ୍ପ ନିଦ୍ଦେର୍ଶକଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ୱାଗତ କରିଥିଲେ ।
(ରିପୋର୍ଟ- ଅକ୍ଷୟ କୁମାର ରାଉତ। )

Leave A Reply

Your email address will not be published.