ନାବାଳିକା ଉପରେ ନିର୍ଭର ପରିବାର ।ବିଜୁ ପକ୍କା ଘର ଓ ଭତ୍ତାରୁ ବଞ୍ଚିତ !

0 712

ଢେଙ୍କାନାଳ,(ପିପିଟି)୨୮/୦୪- ଓଡାପଡା ବ୍ଲକ୍ ର ସଦାଶିବପୁର ପଞ୍ଚାୟତ ଅନ୍ତର୍ଗତ ପାଶାସିଂ ଗାଁରେ ନାବାଳିକା ପ୍ରିୟଙ୍କା ନାଇକଙ୍କ ଉପରେ ପରିବାର ନିର୍ଭରଶୀଳ ।ସରକାରଙ୍କ ଯୋଜନା ଠାରୁ ପ୍ରିୟଙ୍କାଙ୍କ ପରିବାର ବହୁ ଦୂରରେ ।ବାପା ଶଯ୍ଯାଶାୟୀ ଓ ମା ହେଉଛନ୍ତି ମାନସିକ ଅସାମର୍ଥ୍ଯ ।ଭାଇ ପାଠ ପଢିବା ସହିତ ଛେଳି ଚାରାଉଛି ।ଭଙ୍ଗା କୁଡିଆରେ ଜୀବନ ବିତୁଛି । ବିଜୁ ପକ୍କା ଘର ନାହିଁ କି  ଭତ୍ତା ମଧ୍ୟ ମିଳୁନାହିଁ । ଏପଟେ ପଠା ପଢିବା ପାଇଁ ସଂଘର୍ଷ । ସରକାରଙ୍କ ଯୋଜନା ମାଳମାଳ କିନ୍ତୁ ଯୋଜନା ଠାରୁ ବହୁ ଦୂରରେ ହିତାଧିକାରୀ, ଏହା ହିଁ ପ୍ରଗତିଶୀଳ ରାଜ୍ୟର ଗୋଟିଏ କାହାଣୀ ।
ରିପୋର୍ଟ – ଶୁଭମ୍ ପାଣି ।

Leave A Reply

Your email address will not be published.