ଧର୍ମ ପରାୟଣ ମହିଳା ଙ୍କ ପରଲୋକ।

0 249

ବୋଲଗଡ଼,୨୪/୦୪(ପିପିଟି): ବୋଲଗଡ଼ ଅଞ୍ଚଳ ର ପାଟବନ୍ଧ ଗ୍ରାମର ଧର୍ମପରାୟଣ ମହିଳା ନିରୁପମା ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଛି। ସେ ଜଣେ ପରୋଉପକାରି ମେଳାପି, ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସେ କିଛି ଦିନ ହେବ ଶାରୀରିକ ଅସୁସ୍ଥତା ପିଡିତଥିଲେ। ତାଙ୍କର ସ୍ୱାମୀ ଚିତ୍ରସେନ ମହାପାତ୍ର ଅବସର ପ୍ରାପ୍ତ ଶିକ୍ଷକ ଅଟନ୍ତି। ସେଷ ନିଶ୍ୱାସତ୍ୟାଗ ସମୟରେ ପୁଅ,ବୋହୁ, ଝିଅ,ନାତିନାତୁଣି ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ।ସମଗ୍ର ପାଟବନ୍ଧ ଗ୍ରାମ ଶୋକର ଛାୟା ଖେଳିଯାଇଥିଲା। କିନ୍ତୁ ତାଙ୍କରି ଉଦ୍ଦେଶ୍ୟ ରେ ଦଶକାର୍ୟ୍ୟ,ଏକାଦଶ କାର୍ଯ୍ୟ ଓ ଦ୍ୱାଦଶ କାର୍ଯ୍ୟ ଗ୍ରାମବାସୀ ମାନେ ପାଳନ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ ।)

Leave A Reply

Your email address will not be published.