ଦେଶରେ ୩୮୯୦୨ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୨୩୭୬୨ ଏବଂ ମୃତ ସଂଖ୍ୟା ୫୪୩ ।

0 2,254

ନୂଆଦିଲ୍ଲୀ,୧୯/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସକାଳ ସୁଦ୍ଧା ୩୮୯୦୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୨୩୬୭୨ ଏବଂ  ୫୪୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୦୭୭,୬୧୮ ରେ ପହଞ୍ଚିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬,୮୧୩ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬,୭୭,୪୨୩ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୦୦,୯୩୭ ଆକ୍ରାନ୍ତ, ୧,୬୫,୬୬୩ ସୁସ୍ଥ ଏବଂ ୧୧୫୯୬ ମୃତ । ତାମିଲନାଡୁରେ ୧,୬୫,୭୧୪ ଆକ୍ରାନ୍ତ, ୧,୧୩,୮୫୬ ସୁସ୍ଥ ଏବଂ ୨୪୦୩ ମୃତ । ଦିଲ୍ଲୀରେ ୧,୨୧,୫୮୨ ଆକ୍ରାନ୍ତ, ୧,୦୧,୨୭୪ ସୁସ୍ଥ ଏବଂ ୩୫୯୭ ମୃତ । କର୍ଣ୍ଣାଟକରେ ୫୯,୬୫୨ ଆକ୍ରାନ୍ତ,୨୧,୭୭୫ ସୁସ୍ଥ ଏବଂ ୧୨୪୦ ମୃତ । ଗୁଜୁରାଟରେ ୪୭,୩୯୦ ଆକ୍ରାନ୍ତ, ୩୪,୦୩୫ ସୁସ୍ଥ ଏବଂ ୨୧୨୨ ମୃତ । ଉତ୍ତରପ୍ରଦେଶ ରେ ୪୭,୦୩୬ ଆକ୍ରାନ୍ତ,୨୮,୬୬୪ ସୁସ୍ଥ ଏବଂ ୧୧୦୮ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.