ଦେଶରେ ସଂକ୍ରମିତ ସଂଖ୍ୟା ୮ ଲକ୍ଷ ପାର ,୨୪ ଘଣ୍ଟାରେ ସୁସ୍ଥ ୧୯୮୭୩ ଏବଂ ମୃତ ସଂଖ୍ୟା ୫୧୯ ।

0 2,299

ନୂଆଦିଲ୍ଲୀ,୧୧/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ସୁଦ୍ଧା ୨୭୧୧୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୯୮୭୩ ଏବଂ  ୫୧୯ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୮,୨୦,୯୧୬ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨,୧୨୩ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫,୧୫,୩୮୬ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୩୮,୪୬୧ ଆକ୍ରାନ୍ତ, ୧,୩୨,୬୨୫ ସୁସ୍ଥ ଏବଂ ୯୮୯୩ ମୃତ । ତାମିଲନାଡୁରେ ୧,୩୦,୨୬୧ ଆକ୍ରାନ୍ତ, ୮୨,୩୨୪ ସୁସ୍ଥ ଏବଂ ୧୮୨୯ ମୃତ । ଦିଲ୍ଲୀରେ ୧,୦୯,୧୪୦ ଆକ୍ରାନ୍ତ, ୮୪,୬୯୪ ସୁସ୍ଥ ଏବଂ ୩୩୦୦ ମୃତ । ଗୁଜୁରାଟରେ ୪୦,୦୬୯ ଆକ୍ରାନ୍ତ,୨୮,୧୪୭ ସୁସ୍ଥ ଏବଂ ୨୦୨୨ ମୃତ । ଉତ୍ତରପ୍ରଦେଶ ରେ ୩୩,୭୦୦ ଆକ୍ରାନ୍ତ,୨୧,୭୮୭ ସୁସ୍ଥ ଏବଂ ୮୮୯ ମୃତ । କର୍ଣ୍ଣାଟକରେ ୩୩,୪୧୮ ଆକ୍ରାନ୍ତ,୧୩,୮୩୬ ସୁସ୍ଥ ଏବଂ ୫୪୩ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.