ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୮୬୬୧; ୨୪ ଘଣ୍ଟାରେ ସୁସ୍ଥ ୩୬୧୪୫ ଏବଂ ମୃତ ସଂଖ୍ୟା ୭୦୫ ।

0 1,716

ନୂଆଦିଲ୍ଲୀ,୨୬/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସୁଦ୍ଧା ୪୮,୬୬୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୬,୧୪୫ ଏବଂ ୭୦୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୩୮୫,୫୨୨ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨,୦୬୩ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୮,୮୫,୫୭୭ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୬୬,୩୬୮ ଆକ୍ରାନ୍ତ,୨,୦୭,୧୯୪ ସୁସ୍ଥ ଏବଂ ୧୩,୩୮୯ ମୃତ । ତାମିଲନାଡୁରେ ୨,୦୬,୭୩୭ ଆକ୍ରାନ୍ତ, ୧,୫୧,୦୫୫ ସୁସ୍ଥ ଏବଂ ୩,୪୦୯ ମୃତ । ଦିଲ୍ଲୀରେ ୧,୨୯,୫୩୧ ଆକ୍ରାନ୍ତ, ୧,୧୩,୦୬୮ ସୁସ୍ଥ ଏବଂ ୩,୮୦୬ ମୃତ । କର୍ଣ୍ଣାଟକରେ ୯୦,୯୪୨ ଆକ୍ରାନ୍ତ,୩୩,୭୫୦ ସୁସ୍ଥ ଏବଂ ୧,୭୯୬ ମୃତ । ଆନ୍ଧ୍ରପ୍ରଦେଶରେ ୮୮,୬୭୧ ଆକ୍ରାନ୍ତ,୪୩,୨୫୫ ସୁସ୍ଥ ଏବଂ ୯୮୫ ମୃତ । ଉତ୍ତରପ୍ରଦେଶ ରେ ୬୩,୭୪୨ ଆକ୍ରାନ୍ତ,୩୯,୯୦୩ ସୁସ୍ଥ ଏବଂ ୧୩୮୭ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.