ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୪୮୯୧୬; ୨୪ ଘଣ୍ଟାରେ ସୁସ୍ଥ ୩୨୨୨୪ ଏବଂ ମୃତ ସଂଖ୍ୟା ୭୫୭ ।

0 2,132

ନୂଆଦିଲ୍ଲୀ,୨୫/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ସୁଦ୍ଧା ୪୮୯୧୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୨୨୨୩ ଏବଂ ୭୫୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୩୩୬,୮୬୧ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧,୩୫୮ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୮,୪୯,୪୩୨ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୫୭,୧୧୭ ଆକ୍ରାନ୍ତ,୧,୯୯,୯୬୭ ସୁସ୍ଥ ଏବଂ ୧୩୧୩୨ ମୃତ । ତାମିଲନାଡୁରେ ୧,୯୯,୭୪୯ ଆକ୍ରାନ୍ତ, ୧,୪୩,୨୯୭ ସୁସ୍ଥ ଏବଂ ୩୩୨୦ ମୃତ । ଦିଲ୍ଲୀରେ ୧,୨୮,୩୮୯ ଆକ୍ରାନ୍ତ, ୧,୧୦,୯୩୧ ସୁସ୍ଥ ଏବଂ ୩୭୭୭ ମୃତ । କର୍ଣ୍ଣାଟକରେ ୮୫,୮୭୦ ଆକ୍ରାନ୍ତ,୩୧,୩୪୭ ସୁସ୍ଥ ଏବଂ ୧୭୨୪ ମୃତ । ଆନ୍ଧ୍ରପ୍ରଦେଶରେ ୮୦,୮୫୮ ଆକ୍ରାନ୍ତ,୩୯,୯୩୫ ସୁସ୍ଥ ଏବଂ ୯୩୩ ମୃତ । ଉତ୍ତରପ୍ରଦେଶ ରେ ୬୦,୭୭୧ ଆକ୍ରାନ୍ତ,୩୭,୭୧୨ ସୁସ୍ଥ ଏବଂ ୧୩୪୮ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.