ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୦,୯୭୫; ୨୪ ଘଣ୍ଟାରେ ସୁସ୍ଥ ୬୬,୫୫୦ ଏବଂ ମୃତ ସଂଖ୍ୟା ୮୪୮ ।

0 1,170

ନୂଆଦିଲ୍ଲୀ,୨୫/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୦,୯୭୫ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୬,୫୫୦ ଏବଂ ୮୪୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୧୬୭,୩୨୩ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮,୩୯୦ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨,୪୦୪,୫୮୫ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୬,୯୩,୩୯୮ ଆକ୍ରାନ୍ତ , ୫,୦୨,୪୯୦ ସୁସ୍ଥ ଏବଂ ୨୨,୪୬୫ ମୃତ । ତାମିଲନାଡୁରେ ୩,୮୫,୩୫୨ ଆକ୍ରାନ୍ତ, ୩,୨୫,୪୫୬ ସୁସ୍ଥ ଏବଂ ୬,୬୧୪ ମୃତ । ଆନ୍ଧ୍ରପ୍ରଦେଶରେ ୩,୬୧,୭୧୨ ଆକ୍ରାନ୍ତ, ୨,୬୮,୮୨୮ ସୁସ୍ଥ ଏବଂ ୩,୩୬୮ ମୃତ । କର୍ଣ୍ଣାଟକରେ ୨,୮୩,୬୬୫ ଆକ୍ରାନ୍ତ,୧,୯୭,୬୨୫ ସୁସ୍ଥ ଏବଂ ୪,୮୧୦ ମୃତ । ଉତ୍ତରପ୍ରଦେଶ ୧,୯୨,୩୮୨, ଆକ୍ରାନ୍ତ,୧,୪୦,୧୦୭ ସୁସ୍ଥ ଏବଂ ୨,୯୮୭ ମୃତ । ନୂଆଦିଲ୍ଲୀରେ ରେ ୧,୬୨,୫୨୭ ଆକ୍ରାନ୍ତ ,୧,୪୬,୫୮୮, ସୁସ୍ଥ ଏବଂ ୪,୩୧୩ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.