ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୯,୮୭୮; ୨୪ ଘଣ୍ଟାରେ ସୁସ୍ଥ ୬୩,୬୩୧ ଏବଂ ମୃତ ସଂଖ୍ୟା ୯୪୫ ।

0 1,233

ନୂଆଦିଲ୍ଲୀ,୨୨/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୯,୮୭୮ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୩,୬୩୧ ଏବଂ ୯୪୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୯୭୫,୭୦୧ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫,୭୯୪ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨,୨୨୨,୫୭୭ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୬,୫୭,୪୫୦ ଆକ୍ରାନ୍ତ , ୪,୭୦,୮୭୩ ସୁସ୍ଥ ଏବଂ ୨୧,୩୩୯ ମୃତ । ତାମିଲନାଡୁରେ ୩,୬୭,୪୩୦ ଆକ୍ରାନ୍ତ, ୩,୦୭,୬୭୭ ସୁସ୍ଥ ଏବଂ ୬,୩୪୦ ମୃତ । ଆନ୍ଧ୍ରପ୍ରଦେଶରେ ୩,୩୪,୯୪୦ ଆକ୍ରାନ୍ତ, ୨,୪୪,୦୪୫ ସୁସ୍ଥ ଏବଂ ୩,୦୯୨ ମୃତ । କର୍ଣ୍ଣାଟକରେ ୨, ୬୪,୫୪୬ ଆକ୍ରାନ୍ତ,୧,୭୬,୯୪୨ ସୁସ୍ଥ ଏବଂ ୪,୫୨୨ ମୃତ । ଉତ୍ତରପ୍ରଦେଶ ୧,୭୭,୨୩୯, ଆକ୍ରାନ୍ତ,୧,୨୬,୬୫୭ ସୁସ୍ଥ ଏବଂ ୨,୭୯୭ ମୃତ । ନୂଆଦିଲ୍ଲୀରେ ରେ ୧,୫୮,୬୦୪ ଆକ୍ରାନ୍ତ ,୧,୪୨,୯୦୮, ସୁସ୍ଥ ଏବଂ ୪,୨୭୦ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.