ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୪,୯୮୧; ୨୪ ଘଣ୍ଟାରେ ସୁସ୍ଥ ୬୦,୦୯୧ ଏବଂ ମୃତ ସଂଖ୍ୟା ୧୦୯୨ ।

0 1,228

ନୂଆଦିଲ୍ଲୀ,୧୯/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୪,୯୮୧ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୦,୦୯୧ ଏବଂ ୧୦୯୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୭୬୭,୨୭୩ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨,୮୮୯ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୦୩୭,୮୭୦ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୬,୧୫,୪୭୭ ଆକ୍ରାନ୍ତ , ୪,୩୭,୮୭୦ ସୁସ୍ଥ ଏବଂ ୨୦,୪୨୨ ମୃତ । ତାମିଲନାଡୁରେ ୩,୪୯,୬୫୪ ଆକ୍ରାନ୍ତ, ୨,୮୯,୭୮୭ ସୁସ୍ଥ ଏବଂ ୬,୦୦୭ ମୃତ । ଆନ୍ଧ୍ରପ୍ରଦେଶରେ ୩,୦୬,୨୬୧ ଆକ୍ରାନ୍ତ, ୨,୧୮,୩୧୧ ସୁସ୍ଥ ଏବଂ ୨,୮୨୦ ମୃତ । କର୍ଣ୍ଣାଟକରେ ୨,୪୦,୯୪୮ ଆକ୍ରାନ୍ତ,୧,୫୬,୯୪୯ ସୁସ୍ଥ ଏବଂ ୪,୨୦୧ ମୃତ । ଉତ୍ତରପ୍ରଦେଶ ୧,୬୨,୪୩୪, ଆକ୍ରାନ୍ତ,୧,୦୯,୬୦୭ ସୁସ୍ଥ ଏବଂ ୨,୫୮୫ ମୃତ । ନୂଆଦିଲ୍ଲୀରେ ରେ ୧,୫୪,୭୪୧ ଆକ୍ରାନ୍ତ ,୧,୩୯,୪୪୭, ସୁସ୍ଥ ଏବଂ ୪,୨୨୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.