ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୫,୦୦୨; ୨୪ ଘଣ୍ଟାରେ ସୁସ୍ଥ ୫୭,୩୮୧ ଏବଂ ମୃତ ସଂଖ୍ୟା ୯୯୬ ।

0 1,320

ନୂଆଦିଲ୍ଲୀ,୧୫/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୫,୦୦୨ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୭,୩୮୧ଏବଂ ୯୯୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୫୨୬,୧୯୨ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯,୦୩୬ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୮୦୮,୯୩୬ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୫,୭୨,୭୩୪ ଆକ୍ରାନ୍ତ,୪,୦୧,୪୪୨ ସୁସ୍ଥ ଏବଂ ୧୯,୪୨୫ ମୃତ । ତାମିଲନାଡୁରେ ୩,୨୬,୨୪୫ ଆକ୍ରାନ୍ତ, ୨,୬୭,୦୧୫ ସୁସ୍ଥ ଏବଂ ୫,୫୧୪ ମୃତ । ଆନ୍ଧ୍ରପ୍ରଦେଶରେ ୨,୭୩,୦୮୫ ଆକ୍ରାନ୍ତ, ୧,୮୦,୭୦୩ ସୁସ୍ଥ ଏବଂ ୨,୪୭୫ ମୃତ । କର୍ଣ୍ଣାଟକରେ ୨,୧୧,୧୦୮ ଆକ୍ରାନ୍ତ,୧,୨୮,୧୮୨ ସୁସ୍ଥ ଏବଂ ୩,୭୧୭ ମୃତ । ନୂଆଦିଲ୍ଲୀରେ ୧,୫୦,୬୫୨, ଆକ୍ରାନ୍ତ,୧,୩୫,୧୦୮ ସୁସ୍ଥ ଏବଂ ୪,୧୭୮ ମୃତ । ଉତ୍ତରପ୍ରଦେଶ ରେ ୧,୪୫,୨୮୭ ଆକ୍ରାନ୍ତ ,୯୨,୫୨୬, ସୁସ୍ଥ ଏବଂ ୨,୩୩୫ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.