ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୬,୯୯୯; ୨୪ ଘଣ୍ଟାରେ ସୁସ୍ଥ ୫୬,୩୮୩ ଏବଂ ମୃତ ସଂଖ୍ୟା ୯୪୨ ।

0 1,082

ନୂଆଦିଲ୍ଲୀ,୧୩/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୬,୯୯୯ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୬,୩୮୩ ଏବଂ ୯୪୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୩୯୬,୬୩୭ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭,୦୩୩ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୬୯୫,୯୮୨ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୫,୪୮,୩୧୩ ଆକ୍ରାନ୍ତ,୩,୮୧,୮୪୩ ସୁସ୍ଥ ଏବଂ ୧୮,୬୫୦ ମୃତ । ତାମିଲନାଡୁରେ ୩,୧୪,୫୨୦ ଆକ୍ରାନ୍ତ, ୨,୫୪,୧୪୬ ସୁସ୍ଥ ଏବଂ ୫,୨୭୮ ମୃତ । ଆନ୍ଧ୍ରପ୍ରଦେଶରେ ୨,୫୪,୧୪୬ ଆକ୍ରାନ୍ତ, ୧,୬୧,୪୨୫ ସୁସ୍ଥ ଏବଂ ୨,୨୯୬ ମୃତ । କର୍ଣ୍ଣାଟକରେ ୧,୯୬,୪୯୪ ଆକ୍ରାନ୍ତ,୧,୧୨,୬୩୩ ସୁସ୍ଥ ଏବଂ ୩,୫୧୦ ମୃତ । ନୂଆଦିଲ୍ଲୀରେ ୧,୪୮,୫୦୪, ଆକ୍ରାନ୍ତ,୧,୩୩,୪୦୫ ସୁସ୍ଥ ଏବଂ ୪,୧୫୩ ମୃତ । ଉତ୍ତରପ୍ରଦେଶ ରେ ୧,୩୬,୨୩୪ ଆକ୍ରାନ୍ତ ,୮୪,୬୬୧, ସୁସ୍ଥ ଏବଂ ୨,୨୩୦ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.