ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୫୩,୬୦୧; ୨୪ ଘଣ୍ଟାରେ ସୁସ୍ଥ ୪୫,୨୫୭ ଏବଂ ମୃତ ସଂଖ୍ୟା ୮୭୧ ।

0 1,143

ନୂଆଦିଲ୍ଲୀ,୧୧/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମଂଗଳବାର ସୁଦ୍ଧା ନୂତନ ଆକ୍ରାନ୍ତ ୫୩,୬୦୧ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୪୭,୭୪୬ ଏବଂ ୮୭୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୨୬୮,୬୭୫ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭,୭୪୬ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୫୮୩,୪୮୯ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୫,୨୪,୫୧୩ ଆକ୍ରାନ୍ତ,୩,୫୮,୪୨୧ ସୁସ୍ଥ ଏବଂ ୧୮,୦୫୦ ମୃତ । ତାମିଲନାଡୁରେ ୩,୦୨,୮୧୫ ଆକ୍ରାନ୍ତ, ୨,୪୪,୬୭୫ ସୁସ୍ଥ ଏବଂ ୫,୦୪୧ ମୃତ । ଆନ୍ଧ୍ରପ୍ରଦେଶରେ ୨,୩୫,୫୨୫ ଆକ୍ରାନ୍ତ, ୧,୪୫,୬୩୬ ସୁସ୍ଥ ଏବଂ ୨,୧୧୬ ମୃତ । କର୍ଣ୍ଣାଟକରେ ୧,୮୨,୩୫୪ ଆକ୍ରାନ୍ତ,୯୯,୧୨୬ ସୁସ୍ଥ ଏବଂ ୩,୩୧୨ ମୃତ । ନୂଆଦିଲ୍ଲୀରେ ୧,୪୬,୧୩୪, ଆକ୍ରାନ୍ତ,୧,୩୧,୬୫୧ ସୁସ୍ଥ ଏବଂ ୪,୧୩୧ ମୃତ । ଉତ୍ତରପ୍ରଦେଶ ରେ ୧,୨୬,୭୨୨ ଆକ୍ରାନ୍ତ ,୭୬,୭୨୪, ସୁସ୍ଥ ଏବଂ ୨,୧୨୦ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.