ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୧,୫୩୭; ୨୪ ଘଣ୍ଟାରେ ସୁସ୍ଥ ୪୮,୯୦୦ ଏବଂ ମୃତ ସଂଖ୍ୟା ୯୩୩ ।

0 1,406

ନୂଆଦିଲ୍ଲୀ,୦୮/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଶନିବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୧,୫୩୭ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୪୮,୯୦୦ ଏବଂ ୯୯୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୦୮୮,୬୧୧ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨,୫୧୮ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୪୨୭,୦୦୫ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୪,୯୦,୨୬୨ ଆକ୍ରାନ୍ତ,୩,୨୭,୨୮୧ ସୁସ୍ଥ ଏବଂ ୧୭,୦୯୨ ମୃତ । ତାମିଲନାଡୁରେ ୨,୮୫,୦୨୪ ଆକ୍ରାନ୍ତ, ୨,୨୭,୫୧୫ ସୁସ୍ଥ ଏବଂ ୪,୬୯୦ ମୃତ । ଆନ୍ଧ୍ରପ୍ରଦେଶରେ ୨,୦୬,୯୬୦ ଆକ୍ରାନ୍ତ, ୧,୨୦,୪୬୪ ସୁସ୍ଥ ଏବଂ ୧,୮୪୨ ମୃତ । କର୍ଣ୍ଣାଟକରେ ୧,୬୪,୯୨୪ ଆକ୍ରାନ୍ତ,୮୪,୨୩୨ ସୁସ୍ଥ ଏବଂ ୨,୯୯୮ ମୃତ । ନୂଆଦିଲ୍ଲୀରେ ୧,୪୨,୭୨୩ ଆକ୍ରାନ୍ତ,୧,୨୮,୨୩୨ ସୁସ୍ଥ ଏବଂ ୪,୦୮୨ ମୃତ । ଉତ୍ତରପ୍ରଦେଶ ରେ ୧,୧୩,୩୨୮ ଆକ୍ରାନ୍ତ,୬୬,୮୩୪ ସୁସ୍ଥ ଏବଂ ୧,୯୮୧ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.