ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୨,୫୩୮; ୨୪ ଘଣ୍ଟାରେ ସୁସ୍ଥ ୪୯,୭୬୯ ଏବଂ ମୃତ ସଂଖ୍ୟା ୮୮୬ ।

0 1,360

ନୂଆଦିଲ୍ଲୀ,୦୭/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଶୁକ୍ରବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୨,୫୩୮ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୪୯,୭୬୯ ଏବଂ ୮୮୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୦୨୭,୦୭୪ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧,୫୮୫ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୩୭୮,୧୦୫ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୪,୭୯,୭୭୯ ଆକ୍ରାନ୍ତ,୩,୧୬,୩୭୫ ସୁସ୍ଥ ଏବଂ ୧୬,୭୯୨ ମୃତ । ତାମିଲନାଡୁରେ ୨,୭୯,୧୪୪ ଆକ୍ରାନ୍ତ, ୨,୨୧,୦୮୭ ସୁସ୍ଥ ଏବଂ ୪,୫୭୧ ମୃତ । ଆନ୍ଧ୍ରପ୍ରଦେଶରେ ୧,୯୬,୭୮୯ ଆକ୍ରାନ୍ତ, ୧,୧୨,୮୭୦ ସୁସ୍ଥ ଏବଂ ୧,୭୫୩ ମୃତ । କର୍ଣ୍ଣାଟକରେ ୧,୫୮,୨୫୪ ଆକ୍ରାନ୍ତ,୮୦,୨୮୧ ସୁସ୍ଥ ଏବଂ ୨,୮୯୭ ମୃତ । ନୂଆଦିଲ୍ଲୀରେ ୧,୪୧,୫୩୧ ଆକ୍ରାନ୍ତ,୧,୨୭,୧୨୪ ସୁସ୍ଥ ଏବଂ ୪,୦୫୯ ମୃତ । ଉତ୍ତରପ୍ରଦେଶ ରେ ୧,୦୮,୯୭୪ ଆକ୍ରାନ୍ତ,୬୩,୪୦୨ ସୁସ୍ଥ ଏବଂ ୧,୯୧୮ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.