ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୫୨,୯୭୨; ୨୪ ଘଣ୍ଟାରେ ସୁସ୍ଥ ୪୦,୫୭୪ ଏବଂ ମୃତ ସଂଖ୍ୟା ୭୭୧ ।

0 1,750

ନୂଆଦିଲ୍ଲୀ,୦୩/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସକାଳ ସୁଦ୍ଧା ନୂତନ ଆକ୍ରାନ୍ତ ୫୨,୯୭୨ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୪୦,୫୭୪ ଏବଂ ୭୭୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୮୦୩,୬୯୫ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮,୧୩୫ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୧୮୬,୨୦୩ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୪,୪୧,୨୨୮ ଆକ୍ରାନ୍ତ,୨,୭୬,୮୦୯ ସୁସ୍ଥ ଏବଂ ୧୫,୫୭୬ ମୃତ । ତାମିଲନାଡୁରେ ୨,୫୭,୬୧୩ ଆକ୍ରାନ୍ତ, ୧,୯୬,୪୮୩ ସୁସ୍ଥ ଏବଂ ୪,୧୩୨ ମୃତ । ଆନ୍ଧ୍ରପ୍ରଦେଶରେ ୧,୫୮,୭୬୪ ଆକ୍ରାନ୍ତ, ୮୨,୮୮୬ ସୁସ୍ଥ ଏବଂ ୧,୪୭୪ ମୃତ । ନୂଆଦିଲ୍ଲୀରେ ୧,୩୭,୬୭୭ ଆକ୍ରାନ୍ତ,୧,୨୩,୩୧୭ ସୁସ୍ଥ ଏବଂ ୪,୦୦୪ ମୃତ ।କର୍ଣ୍ଣାଟକରେ ୧,୩୪,୮୧୯ ଆକ୍ରାନ୍ତ,୫୭,୭୨୫ ସୁସ୍ଥ ଏବଂ ୨,୪୯୬ ମୃତ । ଉତ୍ତରପ୍ରଦେଶ ରେ ୯୨,୯୨୧ ଆକ୍ରାନ୍ତ,୫୩,୧୬୮ ସୁସ୍ଥ ଏବଂ ୧,୭୩୦ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.