ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୫୭,୧୧୮; ୨୪ ଘଣ୍ଟାରେ ସୁସ୍ଥ ୩୬,୫୬୯ ଏବଂ ମୃତ ସଂଖ୍ୟା ୭୬୪ ।

0 1,134

ନୂଆଦିଲ୍ଲୀ,୦୧/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ସୁଦ୍ଧା ୫୭,୧୧୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୩୬,୫୬୯ ଏବଂ ୭୬୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୬୯୫,୯୮୮ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬,୫୧୧ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୦୯୪,୩୭୪ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୪,୨୨,୧୧୮ ଆକ୍ରାନ୍ତ,୨,୫୬,୧୫୮ ସୁସ୍ଥ ଏବଂ ୧୪,୯୯୪ ମୃତ । ତାମିଲନାଡୁରେ ୨,୪୫,୮୫୯ ଆକ୍ରାନ୍ତ, ୧,୮୩,୯୫୬ ସୁସ୍ଥ ଏବଂ ୩,୯୩୫ ମୃତ । ଆନ୍ଧ୍ରପ୍ରଦେଶରେ ୧,୪୦,୯୩୩ ଆକ୍ରାନ୍ତ, ୬୩,୮୩୪ ସୁସ୍ଥ ଏବଂ ୧,୩୪୯ ମୃତ । ନୂଆଦିଲ୍ଲୀରେ ୧,୩୫,୫୯୮ ଆକ୍ରାନ୍ତ,୧,୨୦,୯୩୦ ସୁସ୍ଥ ଏବଂ ୩,୯୬୩ ମୃତ ।କର୍ଣ୍ଣାଟକରେ ୧,୨୪,୧୧୫ ଆକ୍ରାନ୍ତ,୪୯,୭୮୮ ସୁସ୍ଥ ଏବଂ ୨,୩୧୪ ମୃତ । ଉତ୍ତରପ୍ରଦେଶ ରେ ୮୫,୪୬୧ ଆକ୍ରାନ୍ତ,୪୮,୮୬୩ ସୁସ୍ଥ ଏବଂ ୧,୬୩୦ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.