ଦୁର୍ଘଟଣାରେ ବାଇକ ଚାଳକ ମୃତ ।

0 194

ଭଞ୍ଜନଗର,୨୧/୦୮(ପିପିଟି); ଭଞ୍ଜନଗର ଠାରୁ ବ୍ରହ୍ମପୁର ରାସ୍ତାର କଣ୍ଟେଇପଲ୍ଲୀ ବନଦୁର୍ଗା ମନ୍ଦିର ନିକଟରେ ଆଜି ରାତି ୮ଟା ସମୟରେ ଏକ ବାଇକ ଟ୍ରାକ୍ଟର କୁ ପଛ ପଟୁ ଧକ୍କା ଦେବା ଫଳରେ ବେଳଗୁଣ୍ଠା ବ୍ଲକ ବାଲିଭାଗ ନିକଟ କଇଠ ପଲ୍ଲୀ ଗ୍ରାମର କୃଷ୍ଣ ନାୟକ(୪୫) ଗୁରୁତର ଭାବେ ଆହତ ହୋଇଥିଲେ।ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆସନ୍ତା କାଲି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.