ଦିଲ୍ଲୀରେ ଭୂକମ୍ପ ଝଟକା ।

0 48

ନୂଆଦିଲ୍ଲୀ,୧୦/୦୫ ,ନୂଆଦିଲ୍ଲୀର ଏନସିଆର୍ ଅଞ୍ଚଳରେ ରବିବାର ମଧ୍ୟାହ୍ନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହି ଭୂକମ୍ପ ତ୍ରୀବ୍ରତା ୩.୫ ରହିଥିବା ସୂଚନା ଦିଆଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ନିକଟସ୍ଥ ଗାଜିଆବାଦ୍ ବୋଲି ଜଣାପଡ଼ିଛି । ଭୂକମ୍ପ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଦିଲ୍ଲୀରେ  କିଛି ଦିନ ମଧ୍ୟରେ ଏହା ତୃତୀୟ ଭୂକମ୍ପ ଝଟକା ।

Leave A Reply

Your email address will not be published.