ତହସିଲଦାର ଓ ଏସଡିପିଓ ମିଶି ପଞ୍ଚାନନ କ୍ଲିନିକ୍ କୁ ସିଲ କଲେ ।

0 548

ଶେରଗଡ,୧୫/୦୭(ପିପିଟି); ଶେରଗଡ଼ ରମୁଣି ସାହିରେ ଥିବା ପଞ୍ଚାନନ କ୍ଲିନିକ୍ କୁ ଶେରଗଡ଼ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ,ଆସିକା ଏସଡିପିଓ ସୁର୍ଯ୍ୟମଣି ପ୍ରଧାନ ପହଞ୍ଚି ସିଲ କରିଛନ୍ତି। ଉକ୍ତ କ୍ଲିନକରେ ରୋଗୀ ମାନେ ଆସିବା ସହ କୌଣସି ସାମାଜିକ ଦୂରତା ମାନୁ ନଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗହଳି ଚହଳି ଲାଗିରହି ଥିବା ଖବର ମିଳିବା ପରେ ଉଭୟ ଅଧିକାରୀ ଉକ୍ତ କ୍ଲିନକି କୁ ସିଲ କରିଥିଲେ। କିଛି ସମୟ ପାଇଁ ଉତ୍ୟକ୍ତ ଲୋକ ମାନେ ରୁଣ୍ଡ ହୋଇଥିଲେ । ପରେ ବୁଝାସୁଝା ପରେ ଗହଳି ହଟି ଥିଲା ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.