ଢେଙ୍କାନାଳ ପୌରପାଳିକା ପକ୍ଷରୁ ଭତ୍ତା ବଣ୍ଟନ ।

0 11

ଢେଙ୍କାନାଳ,(ପିପିଟି ନ୍ଯୁଜ୍)୧୩/୦୫,ଆଜି ଢେଙ୍କାନାଳ ପୌରପାଳିକା ତରଫରୁ ୬୭ ଜଣ ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା  ଯୋଜନାରେ ୪ ମାସର ବାର୍ଦ୍ଧକ୍ୟ  ଭତ୍ତା ବଣ୍ଟନ କରାଗଲା। ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ ସାମନ୍ତ ଏହି ଭତ୍ତା ପ୍ରଦାନ କରିଥିଲେ। ଏଥିରେ କାର୍ଯ୍ୟାଳୟ ର ବସନ୍ତ ପଟ୍ଟନାୟକ,ଗଗନ ସାହୁ ଓ ଅକାଉଟାଣ୍ଟ ଚନ୍ଦ୍ରିକା ପଣ୍ଡା ଉପସ୍ଥିତ ଥିଲେ ।
ରିପୋର୍ଟ – ଶୁଭମ୍ ପାଣୀ ।

Leave A Reply

Your email address will not be published.