ଡ଼ି.ଏ.ଭି ପି.ଟି.ଏସ.ଆର ପବ୍ଲିକ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ ।

0 13

ଭଞ୍ଜନଗର,୧୬/୦୮(ପିପିଟି) କୋରନା ପ୍ରଭାବ ରେ ଭଞ୍ଜନଗର ସ୍ଥିତ ଡ଼ି.ଏ.ଭି ପି.ଟି ଏସ.ଆର ପବ୍ଲିକ ସ୍କୁଲରେ ୭୪ତମ ସ୍ୱାଧୀନତା ଦିବସ କୋଭିଡ଼ କଟକଣା ମଧ୍ୟରେ ଅଲ୍ପ କେତେକ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପାଳନ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଚଳିତ ବର୍ଷ ଛାତ୍ରଛାତ୍ରୀ ମାନେ ଅନ୍ ଲାଇନ ମାଧ୍ୟମରେ ରେ ବକୃତା, ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.