ଜୟ ଭୀମ ଟାଇଗର ୟୁଥ ଏସୋସିଏସନ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ।

0 176

କଳାହାଣ୍ଡି,(ପିପିଟି)୦୯/୦୫,କରଲାମୁଣ୍ଡା ବ୍ଲକ ଅନ୍ତ୍ରଗତ ରିଞ୍ଜା ପଞ୍ଚାୟତର ଜୟ ଭୀମ ଟାଇଗର ୟୁଥ ଏସୋସିଏସନ  ତରଫରୁ ମହାମାରୀ କରେନା ପାଇଁ ସଚେତନତା ସୃଷ୍ଟି କରିବା ସହ ମାସ୍କ, ସାବୁନ ବଣ୍ଟନ ଏବଂ ସାନିଟାଇଜର ସ୍ପ୍ରେ କରାଯାଇଥିଲା । ଏଥିରେ ଏସେ ସିଅନ ର ସଭାପତି ନିଲମ୍ବର ବାଗ, ଉପ ସଭାପତି ହିମାଂଶୁ କୁମାର କଳାହାଣ୍ଡି ଅ ଏବଂ କ୍ଲବ ର ସଦସ୍ୟ ଯଥା କିସାନ ପରିଡା, ତପନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଏହି କାଯ୍ୟକ୍ରମ ରେ ସାହିର ସମସ୍ତ ଲୋକଙ୍କୁ ସଚେତନ କରିବା ସହ ମାସ୍କ ସାବୁନ ବଣ୍ଟନ କରିଥିଲେ ।
ରିପୋର୍ଟ -ବବୁଲୁ ସାହୁ ।

Leave A Reply

Your email address will not be published.