ଭୁବନେଶ୍ବର, ୧୬/୧୦: ପ୍ରକାଶ ପାଇଲା ଜିଲ୍ଲା ପରିଷଦ ସଭାପତି ସଂରକ୍ଷଣ ତାଲିକା। ଅନୁଗୁଳ ପଛୁଆବର୍ଗ ମହିଳା, କଟକ ଅନୂସୁଚିତ ଜାତି ମହିଳା, କନ୍ଧମାଳ ଅନୂସୁଚିତ ଜନଜାତି, କଳାହାଣ୍ଡି ଅଣସଂରକ୍ଷିତ ମହିଳା, କେଉଁଝର ପଛୁଆବର୍ଗ, କେନ୍ଦ୍ରପଡା ଅଣସଂରକ୍ଷିତ, କୋରାପୁଟ ଅନୂସୁଚିତ ଜନଜାତି ମହିଳା,ଖୋର୍ଦ୍ଧା ପଛୁଆବର୍ଗ ମହିଳା,ଗଜପତି ପଛୁଆବର୍ଗ ମହିଳା,ଗଞ୍ଜାମ ଅଣସଂରକ୍ଷିତ ମହିଳା,ଜଗତସିଂହପୁର ଅନୂସୁଚିତ ଜାତି, ଝାରସୁଗୁଡ଼ା ଅଣସଂରକ୍ଷିତ, ଢେଙ୍କାନାଳ ଅଣସଂରକ୍ଷିତ ମହିଳା,ଦେଓଗଡ ଅଣସଂରକ୍ଷିତ,ନବରଙ୍ଗପୁର ଅନୂସୁଚିତ ଜନଜାତି, ନୟାଗଡ ଅନୂସୁଚିତ ଜନଜାତି ମହିଳା, ନୂଆପଡା ଅଣସଂରକ୍ଷିତ ମହିଳା,ପୁରୀ ଅଣସଂରକ୍ଷିତ, ବରଗଡ ଅଣସଂରକ୍ଷିତ ମହିଳା,ବଲାଙ୍ଗୀର ଅଣସଂରକ୍ଷିତ, ବାଲେଶ୍ବର ଅନୂସୁଚିତ ଜନଜାତି, ବୌଦ୍ଧ ଅଣସଂରକ୍ଷିତ ମହିଳା,ଭଦ୍ରକ ଅନୂସୁଚିତ ଜାତି ମହିଳା, ମୟୁରଭଞ୍ଜ ଅନୂସୁଚିତ ଜନଜାତି,ମାଲକାନଗିରି ଅନୂସୁଚିତ ଜନଜାତି ମହିଳା,ଯାଜପୁର ଅନୂସୁଚିତ ଜାତି, ରାୟଗଡା ଅନୂସୁଚିତ ଜନଜାତି ମହିଳା,ସମ୍ବଲପୁର ଅଣସଂରକ୍ଷିତ, ସୁନ୍ଦରଗଡ ଅନୂସୁଚିତ ଜନଜାତି, ସୋନପୁର ଅନୂସୁଚିତ ଜନଜାତି ମହିଳା ପାଇଁ ଆସନ ସଂରକ୍ଷିତ ରହିଛି।