ଜମି ରେଜିଷ୍ଟ୍ରେସନର ଦୁଇ ଘଣ୍ଟାରେ ପଟ୍ଟା ପ୍ରଦାନ ।

0 205

ଯାଜପୁର,ତା-୨୫/୦୬(ପିପିଟି); ସରକାର ନୂଆ ନିୟମ ଜମି ରେଜିଷ୍ଟ୍ରେସନର ଦୁଇ ଘଣ୍ଟାରେ ପଟ୍ଟା ପ୍ରଦାନ ଆଜି ଏହି ନିୟମ  ଆରମ୍ଭ ହୋଇଛି ଧର୍ମଶାଳା ତହସିଲରେ । ଜଣେ ମହିଳାଙ୍କୁ ଜମି ରେଜିଷ୍ଟ୍ରେସନର ଦୁଇ ଘଣ୍ଟାରେ ପଟ୍ଟା ପ୍ରଦାନ କରିଛନ୍ତି ତହସିଲଦାର ସରୋଜ କୁମାର ପଣ୍ଡା ଏହି ନିୟମକୁ ସାଧାରଣରେ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.