ଛେଳି ଛୁଆକୁ ଗିଳିଲା ଅଜଗର ।

0 750

ପାତ୍ରପୁରୁ,(ପିପିଟି)୧୧/୦୬,ପାତ୍ରପୁର ବ୍ଳକ ଜରଡା ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମରେ ରାତ୍ର ଛେଳି ଛୁଆକୁ ଅଜଗର ସାପ ଗିଳୁଥୁବା ବେଳେ ଛେଳି ମାନଙ୍କ ଡାକରେ ମାଲିକ ତଥା ଜଗୁଆଳୀ ହରି କନ୍ୟାରୀ ପ୍ରଥମେ ଦେଖି ପାଟି କରିବାରୁ ଆଖପାଖ ଲୋକେ ଆସି ବାଡେଇ ମାରିଦେଇଥିଲେ । ଉଭୟ ଛେଳି ଓ ଅଜଗର ମୃତ ହୋଇଥିବା ଜଣାପଡିଛି । ଏହି ଗ୍ରାମର ରଘୁନାଥ ସାଗର ତଳେ କିଛି ଲୋକ ବାସ କରି ରହୁଥିବା ହେତୁ ଏତେ ବଡ଼ ସାପ ଦେଖି ଭୟଭୀତ ହୋଇଯାଇଛନ୍ତି ।
ରିପୋର୍ଟ – ସଂଗ୍ରାମ କେଶରୀ ନାୟକ ।

Leave A Reply

Your email address will not be published.