ଗାଙ୍ଗପୁର ପୋଲିସ ଦ୍ବାରା ଲକ୍ଷାଧିକ ଟଙ୍କାର ଖଇନି ମସଲା ଜବତ ।

0 252

ଭଞ୍ଜନଗର,(ପିପିଟି)୦୯/୦୬, ଗଂଜାମ ଜିଲ୍ଲା ଗାଙ୍ଗପୁର ପୋଲିସ ନିମିନା ଓ ବିଛଂଣା ଗାଁରେ ଅଚାନକ ଚଢାଉ କରିଛି । ଏହି ଦୁଇ ଗାଁରେ ଗଲା କିଛି ବର୍ଷ ହେବ ବେଅ।ଇନ ଭାବେ ଗୁଟୁଖା ଓ ଖୈନି ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ପାଖରେ ଖବର ରହିଥିଲା । ଗଲା କିଛି ଦିନ ତଳେ ୨୫ଲକ୍ଷରୁ ଅଧିକ ଟଙ୍କାର ଗୁଟୁଖାକୁ ପୋଲିସ ଜବତ କରିଥିବା ବେଳେ ଆଜି ପୁଣି ଚଢାଉ କରି ଲକ୍ଷାଧିକ ଟଙ୍କାର ଧୂଆଁ  ପତ୍ରକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.