ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୬୮ ।

0 1,146

ବ୍ରହ୍ମପୁର ,ତା-୩୧/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୯,୭୪୬, ଚିକିତ୍ସିତ ସଂଖ୍ୟା ୧୧,୯୧୭, ମୃତ ସଂଖ୍ୟା ୧୭୭ ଓ ଅନ୍ଯ ମୃତ ସଂଖ୍ୟା ୩୭ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୩୬୪, ସୁସ୍ଥ ସଂଖ୍ୟା ୭,୧୩୦,ଚିକିତ୍ସିତ ସଂଖ୍ୟା ୩,୧୩୪ ଏବଂ ମୃତ ସଂଖ୍ୟା ୯୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୯୯ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୬୮ ବୋଲି ଜଣାପଡିଛି ।

Leave A Reply

Your email address will not be published.