ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୭୧ ।

0 1,280

ବ୍ରହ୍ମପୁର ,ତା-୨୩/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୫୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୨,୨୭୭, ଚିକିତ୍ସିତ ସଂଖ୍ୟା ୨୫,୭୯୧, ମୃତ ସଂଖ୍ୟା ୪୦୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୬,୩୪୯, ସୁସ୍ଥ ସଂଖ୍ୟା ୧୪,୧୭୯,ଚିକିତ୍ସିତ ସଂଖ୍ୟା ୧,୯୮୮ ଏବଂ ମୃତ ସଂଖ୍ୟା ୧୭୪ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୯୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୭୧ ବୋଲି ଜଣାପଡିଛି ।

Leave A Reply

Your email address will not be published.