ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୬୦ ।

0 1,060

ବ୍ରହ୍ମପୁର ,ତା-୨୫/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୫,୨୦୧, ଚିକିତ୍ସିତ ସଂଖ୍ୟା ୮,୬୪୯, ମୃତ ସଂଖ୍ୟା ୧୩୦ ଓ ଅନ୍ଯ ମୃତ ସଂଖ୍ୟା ୩୨। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୧୯୪, ସୁସ୍ଥ ସଂଖ୍ୟା ୫,୦୧୩,ଚିକିତ୍ସିତ ସଂଖ୍ୟା ୩,୧୦୩ ଏବଂ ମୃତ ସଂଖ୍ୟା ୭୩ ଏବଂ ଅନ୍ୟ ମୃତ ସଂଖ୍ୟା ୦୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୩୨୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୬୦ ବୋଲି ଜଣାପଡିଛି ।

Leave A Reply

Your email address will not be published.