ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୩୨, ଜିଲ୍ଲାରେ ସ୍ଥିତି ସଙ୍ଗିନ ।

0 1,176

ବ୍ରହ୍ମପୁର ,ତା-୨୪/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୪୩୯୨, ଚିକିତ୍ସିତ ସଂଖ୍ୟା ୮୧୪୮, ମୃତ ସଂଖ୍ୟା ୧୨୦ ଓ ଅନ୍ଯ ମୃତ ସଂଖ୍ୟା ୩୨। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୬୩୪, ସୁସ୍ଥ ସଂଖ୍ୟା ୪,୪୮୩,ଚିକିତ୍ସିତ ସଂଖ୍ୟା ୩,୦୭୬ଏବଂ ମୃତ ସଂଖ୍ୟା ୭୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୫୯୪ ହୋଇଥିବା ବେଳେ ଗଞ୍ଜାମ  ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୩୨ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲାର ସ୍ଥିତି ସଙ୍ଗିନ ।

Leave A Reply

Your email address will not be published.