ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୦୬।

0 1,125

ବ୍ରହ୍ମପୁର,ତା-୨୨/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୯୧୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୧,୯୫୬, ଚିକିତ୍ସିତ ସଂଖ୍ୟା ୩,୦୬୩ ମୃତ ସଂଖ୍ୟା ୧,୮୪୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୬ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୭୭୩, ସୁସ୍ଥ ସଂଖ୍ୟା ୨୧,୪୯୨, ଚିକିତ୍ସିତ ସଂଖ୍ୟା ୨୭ ଏବଂ ମୃତ ସଂଖ୍ୟା ୨୪୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୧୯ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୬ ବୋଲି ଜଣାପଡିଛି ।

Leave A Reply

Your email address will not be published.