ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦୧ ।

0 639

ବ୍ରହ୍ମପୁର ,ତା-୦୫/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୪,୪୮୩, ଚିକିତ୍ସିତ ସଂଖ୍ୟା ୧୪,୨୬୬, ମୃତ ସଂଖ୍ୟା ୨୨୫ ଓ ଅନ୍ଯ ମୃତ ସଂଖ୍ୟା ୪୪ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୮୧୨, ସୁସ୍ଥ ସଂଖ୍ୟା ୮,୧୩୬,ଚିକିତ୍ସିତ ସଂଖ୍ୟା ୩,୫୫୨ ଏବଂ ମୃତ ସଂଖ୍ୟା ୧୧୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୩୭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦୧ ବୋଲି ଜଣାପଡିଛି ।

Leave A Reply

Your email address will not be published.