ଗଞ୍ଜାମ ଜିଲ୍ଲାପାଳଙ୍କ ପୋଲସରା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ।

0 359

ପୋଲସରା,( ପିପିଟି ନ୍ଯୁଜ୍)୦୩/୦୪- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୋଭିଡ୍ -୧୯ ସମୀକ୍ଷା କରିବା ପାଇଁ ପୋଲସରା ଅଞ୍ଚଳ ଗସ୍ତ କରିବା ସମୟରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ।ସ୍ବାସ୍ଥ୍ୟ କେନ୍ଦ୍ରର ପରିସ୍ଥିତି ସଂପର୍କରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସହ ଆଲୋଚନା କରିବା ସହିତ ସ୍ବାସ୍ଥ୍ୟ କେନ୍ଦ୍ରର ଶୌଚାଳୟ ସଫା ନଥିବା ଦେଖି ବିରକ୍ତି ପ୍ରକାଶ କରିବା ସହିତ ଶୌଚାଳୟକୁ ପ୍ରତ୍ୟେକ ସମୟରେ ସଫା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.