ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୮ ।

0 322

ପାରଳାଖେମୁଣ୍ଡି,ତା-୦୧/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୦,୫୧୮, ଚିକିତ୍ସିତ ସଂଖ୍ୟା ୧୨,୭୩୬, ମୃତ ସଂଖ୍ୟା ୧୮୭ ଓ ଅନ୍ଯ ମୃତ ସଂଖ୍ୟା ୩୮ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୧୦, ସୁସ୍ଥ ସଂଖ୍ୟା ୮୦୩,ଚିକିତ୍ସିତ ସଂଖ୍ୟା ୬୯୬ ଏବଂ ମୃତ ସଂଖ୍ୟା ୧୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୦୨ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୮ ବୋଲି ଜଣାପଡିଛି ।

Leave A Reply

Your email address will not be published.