ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୭ ।

0 259

ପାରଳାଖେମୁଣ୍ଡି,ତା-୩୧/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୯,୭୪୬, ଚିକିତ୍ସିତ ସଂଖ୍ୟା ୧୧,୯୧୭, ମୃତ ସଂଖ୍ୟା ୧୭୭ ଓ ଅନ୍ଯ ମୃତ ସଂଖ୍ୟା ୩୭ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୦୨, ସୁସ୍ଥ ସଂଖ୍ୟା ୭୭୬,ଚିକିତ୍ସିତ ସଂଖ୍ୟା ୬୧୬ ଏବଂ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୯୯ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୭ ବୋଲି ଜଣାପଡିଛି ।

Leave A Reply

Your email address will not be published.