ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୪୨ ।

0 565

ପାରଳାଖେମୁଣ୍ଡି,ତା-୧୮/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫,୫୩୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୩,୭୮୦, ଚିକିତ୍ସିତ ସଂଖ୍ୟା ୨୦,୩୩୮, ମୃତ ସଂଖ୍ୟା ୩୬୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୯୯, ସୁସ୍ଥ ସଂଖ୍ୟା ୧,୯୨୫,ଚିକିତ୍ସିତ ସଂଖ୍ୟା ୪୫୭ ଏବଂ ମୃତ ସଂଖ୍ୟା ୧୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୨୩୯ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୨ ବୋଲି ଜଣାପଡିଛି ।

Leave A Reply

Your email address will not be published.