ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୭୧ ।

0 481

ପାରଳାଖେମୁଣ୍ଡି,ତା-୧୬/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୦,୭୨୭, ଚିକିତ୍ସିତ ସଂଖ୍ୟା ୧୮,୯୨୭, ମୃତ ସଂଖ୍ୟା ୩୪୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୩୫୧, ସୁସ୍ଥ ସଂଖ୍ୟା ୧,୮୪୪,ଚିକିତ୍ସିତ ସଂଖ୍ୟା ୪୯୦ ଏବଂ ମୃତ ସଂଖ୍ୟା ୧୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୨୪ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୧ ବୋଲି ଜଣାପଡିଛି ।

Leave A Reply

Your email address will not be published.