ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୩୫ ।

0 539

ପାରଳାଖେମୁଣ୍ଡି,ତା-୦୭/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୬,୮୮୮, ଚିକିତ୍ସିତ ସଂଖ୍ୟା ୧୫,୩୭୦, ମୃତ ସଂଖ୍ୟା ୨୪୭ ଓ ଅନ୍ଯ ମୃତ ସଂଖ୍ୟା ୪୫ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୬୯, ସୁସ୍ଥ ସଂଖ୍ୟା ୧,୧୬୩,ଚିକିତ୍ସିତ ସଂଖ୍ୟା ୬୯୦ ଏବଂ ମୃତ ସଂଖ୍ୟା ୧୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୮୩୩ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫ ବୋଲି ଜଣାପଡିଛି ।

Leave A Reply

Your email address will not be published.