ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୩୮ ।

0 244

ପାରଳାଖେମୁଣ୍ଡି,ତା-୦୪/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୮୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୩,୦୭୪, ଚିକିତ୍ସିତ ସଂଖ୍ୟା ୧୪,୩୪୯, ମୃତ ସଂଖ୍ୟା ୨୧୬ ଓ ଅନ୍ଯ ମୃତ ସଂଖ୍ୟା ୪୨ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୦୦, ସୁସ୍ଥ ସଂଖ୍ୟା ୧,୦୨୩,ଚିକିତ୍ସିତ ସଂଖ୍ୟା ୬୬୩ ଏବଂ ମୃତ ସଂଖ୍ୟା ୧୩ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୮୪ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୮ ବୋଲି ଜଣାପଡିଛି ।

Leave A Reply

Your email address will not be published.